32.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶସ୍ପେନର ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ସ୍ପେନର ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ପେନର ନାଇଟ କ୍ଲବରେ ଘଟିଥିବା ଅଗ୍ନିକାଣ୍ଡ ମାମଲାରେ ୧୩ ଛୁଇଁଲା ମୃତ୍ୟୁ ସଂଖ୍ୟା ।  ଦକ୍ଷିଣ-ପୂର୍ବ ସହର ମୁସିଆର ଏକ ନାଇଟ କ୍ଲବରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ୧୩ ଜଣକ ମୃତ୍ୟୁ ହୋଇଥିଲା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗତକାଲି ସକାଳ ପ୍ରାୟ ୬ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଧିରେ ଧିରେ ନିଆଁ ସମଗ୍ର ଅଂଚଳରେ ବ୍ୟାପୀ ଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking