26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ମିଳିଲା ଭିସା, ୨୯ରେ ଖେଳିବ ପ୍ରଥମ ଓ୍ଵାର୍ମ-ଅପ୍‌ ମ୍ୟାଚ୍‌

ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ମିଳିଲା ଭିସା, ୨୯ରେ ଖେଳିବ ପ୍ରଥମ ଓ୍ଵାର୍ମ-ଅପ୍‌ ମ୍ୟାଚ୍‌

ପାକିସ୍ତାନ: ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍‌ ପାଇଁ ଖୁସି ଖବର । ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ଭାରତ ଆସିବାକୁ ଭିସା ମିଳିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଚିନ୍ତାରେ ରହିଥିଲା । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ଭାରତ ସରକାର ଭିସା ପ୍ରଦାନ କରିଛନ୍ତି । ପାକିସ୍ତାନ ଟିମ୍‌ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ୍ଵାର୍ମ-ଅପ ମ୍ୟାଚ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking