32.1 C
Bhubaneswar
Monday, October 21, 2024
Homeଓଡିଶାବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ ନାବାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଦୁଇ ନାବାଳକ ଏସ.କେ ମହମ୍ମଦ ଏବଂ ମସଫିକ୍ବେର ମହମ୍ମଦ ବୋଲି ଜଣାପଡିଛି । ସଟରକୁ କାଟି ସମ୍ପୂର୍ଣ୍ଣ ଧୂଆଁ ଭର୍ତ୍ତି ୫ମହଲାରୁ ଏହି ୨ ନାବାଳକଙ୍କୁ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking