28.1 C
Bhubaneswar
Saturday, October 19, 2024
Homeଓଡିଶା ଚାକିରି ନାଁରେ ୩୫ ଲକ୍ଷ ଚଳୁ

 ଚାକିରି ନାଁରେ ୩୫ ଲକ୍ଷ ଚଳୁ

ଭୁବନେଶ୍ୱର: ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ ହୋଇଥିବା ସୂଚନା । ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଠକିଥିବା ଅଭିଯୋଗ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ । ଗିରଫ ବ୍ୟକ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ରହିଥିବା ସୂଚନା ମିଳିଛି ।

 ଗଣଦୁଷ୍କର୍ମ ମାମଲା: ସିଲ୍ ହେବ ହୋଟେଲ୍ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking