27.1 C
Bhubaneswar
Saturday, October 19, 2024
Homeଓଡିଶାନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ଅଜଣା ମୃତଦେହ

ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ଅଜଣା ମୃତଦେହ

ଭୁବନେଶ୍ୱର: ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗାଁ ଦକ୍ଷିଣସାହି ନିକଟରେ ପ୍ରବାହିତ ଖରସ୍ରୋତା ନଦୀରୁ ଆଜି ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଗାଁ ଲୋକ ଏହି ମୃତ ଦେହକୁ ଦେଖିବା ପରେ ରାଜକନିକା ପୋଲିସକୁ ଖବର ଦେଇଥିଲେ । ରାଜକନିକା ପୋଲିସ ଓ ଦମକଳ ବାହିନୀ ସହାୟତାରେ ଏହି ଅଚିହ୍ନା ଗଳିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ପଠାଇଥିବା ସୂଚନା ମିଳିଛି । ମୃତଙ୍କ ପରିଚୟ ମିଳିପାରି ନାହିଁ ତେବେ ରାଜକନିକା ପୋଲିସ ତଦନ୍ତ କରୁଥିବା ତଦନ୍ତ  ଅଧିକାରୀ ଚିନ୍ମୟ ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking