27.1 C
Bhubaneswar
Monday, May 26, 2025
Homeଦେଶ ବିଦେଶଦେଶରେ ହୋଇନପାରେ ଆଗୁଆ ନିର୍ବାଚନ: ମୋଦି

ଦେଶରେ ହୋଇନପାରେ ଆଗୁଆ ନିର୍ବାଚନ: ମୋଦି

ନୂଆଦିଲ୍ଲୀ: ଦେଶରେ ଆଗୁଆ ହୋଇନପାରେ ନିର୍ବାଚନ ।ସଂସଦରେ କଥା ଛଳରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ କହିଲା ବେଳେ ଏହି କଇାଟି କହିଥିଲେ ମୋଦି । ବିରୋଧୀଙ୍କ ଉଦ୍ଦେଶ୍ୟରେ ଏବେ ତ ନିର୍ବାଚନ ଡେରି ଅଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ଭୋଟ ଡେରି ଅଛି ଆଉ ଏହା ଭିତରେ କାହାର ବ୍ୟବହାର କଣ ସବୁ ଜଣାପଡିଯିବ । ବ୍ୟବହାରରୁ ଜଣାପଡିବ କିଏ ଏପଟେ ଓ କିଏ ସାମ୍ନା ପଟେ ବସିବେ ବୋଲି କହିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking