24.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶପୁରୁଣା ପେନସନ ଯୋଜନା ଆର୍ଥିକ ସଂସ୍କାରର ଲାଭକୁ କ୍ଷୁର୍ଣ୍ଣ କରିବ: ରିଜର୍ଭ ବ୍ୟାଙ୍କ

ପୁରୁଣା ପେନସନ ଯୋଜନା ଆର୍ଥିକ ସଂସ୍କାରର ଲାଭକୁ କ୍ଷୁର୍ଣ୍ଣ କରିବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନୂତନ ପେନସନ ଯୋଜନା – NPSରୁ ପୁରୁଣା ପେନସନ ଯୋଜନା OPSକୁ ପ୍ରତ୍ୟାବର୍ତ୍ତନ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ନୁହେଁ। ଆରବିଆଇ କହିଛି ଯେ ଯେଉଁ ସମୟରେ ଅଧିକାଂଶ ଦେଶ ସ୍ଥିରୀକୃତ ଅବଦାନ ଯୋଜନା ଆଡକୁ ଯାଉଛନ୍ତି, ସେତେବେଳେ କେତେକ ରାଜ୍ୟ ଦ୍ୱାରା ପୁରୁଣା ପେନସନ ଯୋଜନାକୁ ଫେରିବା ଅତୀତର ଆର୍ଥିକ ସଂସ୍କାରର ଲାଭକୁ କ୍ଷୁର୍ଣ୍ଣ କରିବ। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମାସିକ ବୁଲେଟିନର ସେପ୍ଟେମ୍ବର ସଂସ୍କରଣରେ ଏକ ରିପୋର୍ଟ ପ୍ରକାଶ କରିଛି ଯାହାର ଶୀର୍ଷକ ହେଉଛି “Fiscal Cost of Reverting to the Old Pension Scheme by the Indian States – An Assessment”।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking