21.1 C
Bhubaneswar
Thursday, January 16, 2025
Homeଓଡିଶାବଟି ମଗାକୁ ନେଇ ତୁମୁଳକାଣ୍ଡ : ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ଆକ୍ରମଣ, ଶରୀରର ଏକାଧିକ ସ୍ଥାନରେ...

ବଟି ମଗାକୁ ନେଇ ତୁମୁଳକାଣ୍ଡ : ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ଆକ୍ରମଣ, ଶରୀରର ଏକାଧିକ ସ୍ଥାନରେ କ୍ଷତ

କୋରାପୁଟ : ବଟି ମଗାକୁ ନେଇ ତୁମୁଳକାଣ୍ଡ । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରେଲୱେ କଲୋନୀରେ ଗେଲ ଇଣ୍ଡିଆ କମ୍ପାନୀର ସାଇଡ଼ ସୁପରଭାଇଜର ଆର.ପି ସିଂଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତାଙ୍କ ଦେହରେ ୪୦ରୁ ଅଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଛୁରି ଓ ବିଅର ବୋତଲରେ ଭୁସା ହୋଇଥିବା ଜଣାପଡ଼ିଛି । ବେକରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking