30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀରରେ ଅନୁପ୍ରଦେଶ ଉଦ୍ୟମ ପଣ୍ଡ; ୧ ଆତଙ୍କୀ ମୃତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ-କଶ୍ମୀରରେ ଅନୁପ୍ରଦେଶ ଉଦ୍ୟମ ପଣ୍ଡ; ୧ ଆତଙ୍କୀ ମୃତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୌସେରା : ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସେନା ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି । ଏହା ସହିତ ସେନା ଜଣେ ଆତଙ୍କୀକୁ ନିପାତ କରିଛି ।

ସେନାର କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଜଣ ଅନୁପ୍ରବେଶକାରୀ ଘଞ୍ଚ ଜଙ୍ଗଲରେ ଜୀବନ ବଞ୍ଚାଇ ପାକ୍ ଅଧିକୃତ କଶ୍ମୀର ପଳାଇବାରେ ସଫଳ ହୋଇଛି । ଏନ୍‌କାଉଣ୍ଟର ସ୍ଥାନରୁ ସେନା ଜଣେ ଆତଙ୍କୀର ଶବ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking