ବାହାନଗା ଟାଜେଡି: ଡିଏନଏ ରିର୍ପୋଟ ଆଧାରରେ ମୃତଦେହ ହସ୍ତାନ୍ତର । ଆଜି ୫ ମୃତଦେହ ହସ୍ତାନ୍ତର ନେଇ ପୂର୍ବତଟ ରେଲେୱେ ସିପିଆରଓଙ୍କ ସୁଚନା । ଆସିଥିବା ୨୯ ଡିଏନଏ ରିର୍ପୋଟ ଆଧାରରେ ହସ୍ତାନ୍ତର ହେବ । ଆଜି ବିହାର ଓ ପ.ବଙ୍ଗର ୨ଲେଖାଏଁ,ଝାଡଖଣ୍ଡର ଗୋଟିଏ ହସ୍ତାନ୍ତର ।