ସମ୍ବଲପୁର: ସମ୍ବଲପୁରରେ ଜାତୀୟ ଏସ୍ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର । ହନୁମାନ ଜୟନ୍ତି ଗଣ୍ଡଗୋଳରେ ଗୁରୁତର କାଳିଆ ସିକାଙ୍କୁ ଭେଟିଲେ । ଭବାନିପାଲି ଗାଁକୁ ଯାଇ ଗୁରୁତର କାଳିଆଙ୍କୁ ଭେଟିଲେ । କାଳିଆଙ୍କୁ ଭେଟିବା ପରେ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଜିଲ୍ଲାପାଳ ଉତ୍ତର ଜିଲ୍ଲାପାଳ ଡିଆଇଜି ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।