ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ଅଭିଯୋଗ ମାମଲା । ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱରର ଜାମିନ ଆବେଦନ ଖାରଜ । ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ । ମା ଦେହ ଅସୁସ୍ଥ ଦର୍ଶାଇ ବଧ୍ୟବିର୍ତ୍ତାକାଳୀନ ଜାମିନ ମାଗିଥିଲେ ଖଗେଶ୍ୱର ।