30.1 C
Bhubaneswar
Saturday, September 28, 2024
Homeଓଡିଶା୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଭଦ୍ରକରେ କଳାପତାକା ପ୍ରଦର୍ଶନ

୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଭଦ୍ରକରେ କଳାପତାକା ପ୍ରଦର୍ଶନ

ଭଦ୍ରକ: ୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଭଦ୍ରକରେ କଳାପତାକା ପ୍ରଦର୍ଶନ । ଚରମ୍ପା ଛକରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । କଳାପାତାକା ପ୍ରଦର୍ଶନ ସହ ‘ପାଣ୍ଡିାନ୍ ଗୋ ବ୍ୟାକ୍‌’ ନାରା ଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକରେ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବିରେ ପାଣ୍ଡିଆନଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ଭଦ୍ରକ ସ୍ୱଂୟଂଶାସିତ କଲେଜ୍‌କୁ ଏକକ ବିଶ୍ୱବିଦ୍ୟାଳୟ କରିବାକୁ ଦାବି କରଯାଇଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୨ ଜଣଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking