29.1 C
Bhubaneswar
Friday, October 18, 2024
Homeଓଡିଶାଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ଇାଶିଷ ଆର୍ଚାଯ୍ୟ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ଇାଶିଷ ଆର୍ଚାଯ୍ୟ

ଭୁବନେଶ୍ୱର: ଏଏସ୍‌ଓ ନିଯୁକ୍ତିରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଯୁବ ମୋର୍ଚ୍ଚା ସଭାପତି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର । ଏହା କଣ ଗୁଡ୍ ଗଭର୍ଣ୍ଣାନ୍ସ ଏବଂ ୫-ଟି ମଡେଲ ବୋଲି ପ୍ରଶ୍ନ କଲେ । ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଇରାଶିଷ ଆଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking