23.1 C
Bhubaneswar
Friday, January 10, 2025
Homeଓଡିଶାଏ ମାଟିର ମୁଁ ଚିର ଋଣୀ: ରାଷ୍ଟ୍ରପତି

ଏ ମାଟିର ମୁଁ ଚିର ଋଣୀ: ରାଷ୍ଟ୍ରପତି

ରାଇରଙ୍ଗପୁର: ଜନ୍ମମାଟି ପ୍ରତି କୃତଜ୍ଞତାରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି । ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇପଡିଲେ । ଏ ମାଟି ପାଖରେ ମୁଁ ଚିର ଋଣୀ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏ ମାଟି ପାଖରେ ମୁଁ ଚିର ଋଣୀ,ସେ ଋଣ ଶୁଛିବାକୁ ମୁଁ ଚେଷ୍ଟା କରୁଛି । ଆଜି ମୁଁ ଯାହା ହୋଇଛି, ସବୁ ଏଇ ମାଟି ପାଇଁ ହୋଇଛି । ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ ତାହା ମୁଁ ଜାଣିନି ବୋଲି କହିଛନ୍ତି ମୁର୍ମୁ । ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି ବୋଲି କହିଛନ୍ତି ରାଷ୍ଟ୍ରପତି ଦୌପଦି ମୁର୍ମୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking