Homeଓଡିଶାବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର ଓଡିଶାଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର By Ona Khabara 02/05/2023 0 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍, ସ୍କୁଟର ଏବଂ ଟ୍ରକ୍ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍ । ସ୍କୁଟର ଚାଳକ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ିଥିଲେ । ଏହି ସମୟରେ ଜାତୀୟ ରାଜପଥ ସଫେଇ କରିଥିବା ଗାଡ଼ି ବ୍ରେକ ମାରିବାରୁ ପଛରେ ଆସୁଥିବା ଟ୍ରକ୍ ସଫେଇ ଗାଡ଼ିକୁ ପିଟିବା ସହ ଆଉ ଏକ ବାଇକକୁ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ମୋଟ ୫ ଜଣ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇଛି । ଏନେଇ ଆହତ ସ୍କୁଟର ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । Share FacebookTwitterPinterestWhatsAppLinkedinReddItTelegram Previous articleଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ଓ କେଉଁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ; ୪୭ ନୂଆ ପଦବୀ ସୃଷ୍ଟିNext articleଏସ୍ସିଓ ବୈଠକ ନିମନ୍ତେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥଙ୍କ ପୂର୍ବ ଆଲୋଚନା Ona Khabara LEAVE A REPLY Cancel reply Comment: Please enter your comment! Name:* Please enter your name here Email:* You have entered an incorrect email address! Please enter your email address here Website: Save my name, email, and website in this browser for the next time I comment. 5,005FansLike2,475FollowersFollow12,700SubscribersSubscribe Most Popular ନିଜ ବାୟୁସୀମା ବନ୍ଦ ନୀତିକୁ ବ୍ୟାପକ କଲା ଇରାନ୍ 26/06/2025 କଂଗ୍ରେସରେ ବଢ଼ୁଛି ଉଷ୍ମତା: ଖର୍ଗେଙ୍କୁ କଡ଼ା ଜବାବ ଦେଲେ ଥରୁର 26/06/2025 ଶେଷରେ ସ୍ୱୀକାର କଲା ଇରାନ୍: ଆମେରିକା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୩ ଆଣବିକ କେନ୍ଦ୍ର 26/06/2025 ଏସ୍ଏଡି ନେତା ବିକ୍ରମ ମାଜିଥିଆ ଗିରଫ 26/06/2025 HOT NEWS ଓଡିଶା ବିଚ୍ ରାସ୍ତାରେ ଗୁଳିମାଡ ଦେଶ ବିଦେଶ କେଉଁ ସର୍ତ୍ତରେ ଇରାନ -ଇସ୍ରାଏଲ ଯୁଦ୍ଧବିରତି ହୋଇଥିଲା ଜାଣନ୍ତୁ.. ଦେଶ ବିଦେଶ କେଉଁ ଦେଶର ଝିଅମାନେ ସବୁଠାରୁ କମ ବୟସରେ ମା ହୁଅନ୍ତି ଜାଣନ୍ତୁ ଓଡିଶା “ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୁଏ: ଉଷା ପାଢ଼ୀ