27.1 C
Bhubaneswar
Saturday, October 19, 2024
Homeଓଡିଶାରେଳମନ୍ତ୍ରୀଙ୍କୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି

ରେଳମନ୍ତ୍ରୀଙ୍କୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି । ବନ୍ଦେ ଭାରତ ଏକ୍ସପ୍ରେସ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି । ପୁରୀ-ହାୱାଡା ମଧ୍ୟରେ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି କରାଯାଇଛି । ସମ୍ବଲପୁର ଦେଇ ପୁରୀ-ରାୟପୁର ମଧ୍ୟରେ ଚଳାଚଳ ଲାଗି ଦାବି କରାଯାଇଛି । ଭୁବନେଶ୍ୱର ହାଇଦ୍ରାବାଦ ମଧ୍ୟରେ ମଧ୍ୟ ଚଳାଚଳ ପାଇଁ ଦାବି । ବନ୍ଦେ ଭାରତର ଟ୍ରାଏଲ ରନ୍ ପରେ ଚିଠି ଲେଖିଲେ ମନ୍ତ୍ରୀ ଟୁକୁନି ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking