27.1 C
Bhubaneswar
Saturday, October 19, 2024
Homeଓଡିଶାଝିଅ ଓ ମହିଳାମାନଙ୍କୁ ଯୌନ ନୀର୍ଯାତନା ଦେଉଛନ୍ତି ନକ୍ସଲ : ଏସପି

ଝିଅ ଓ ମହିଳାମାନଙ୍କୁ ଯୌନ ନୀର୍ଯାତନା ଦେଉଛନ୍ତି ନକ୍ସଲ : ଏସପି

ଭୁବନେଶ୍ୱର: ନକ୍ସଲମାନେ ଝିଅ ମହିଳାମାନଙ୍କୁ ନିର୍ଯାତନା ଦେଉଛନ୍ତି । ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ ବୟାନ ଜାରି । ଗତକାଲି ନକ୍ସଲ ଶିବିର ଧ୍ୱଂସ ପରେ ଏସପିଙ୍କ ବଡ ସୂଚନା ଜାରି । ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି କହିଛନ୍ତି ଏସପି । ନକ୍ସଲ ଶିବିରରୁ ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି । ଏଥିରୁ ଜଣାପଡୁଛି ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ । ଝିଅଙ୍କୁ ନକ୍ସଲମାନେ ଯୌନ ନୀର୍ଯାତନା ଦେଉଥିବା ଜଣାପଡୁଛ ବୋଲି କହିଛନ୍ତି ଏସପି ।

୮୨ ବର୍ଷୀୟ ବୃଦ୍ଧକୁ ଫାଶି ଦଣ୍ଡ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking