ମୋହନା: ଅଟୋ ଓଲଟି ୨ମୃତ,୭ ଗୁରୁତର । ସେରଙ୍ଗ ଥାନା କେର୍ଡାଙ୍ଗ ନିକଟରେ ୧୫ ଫୁଟ ତଳକୁ ଖସିଲା ଅଟୋ । ଅଟୋଟି କେରଡାଙ୍ଗରୁ ନୂଆଗଡ ଯାଉଥିବା ସମୟରେ ଅଘଟଣ ହୋଇଛି । ୭ ଗୁରୁତରଙ୍କୁ ଖଜୁରୀପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।