ଭୁବନେଶ୍ୱର: ଭାବ ଭକ୍ତି ଓ ନିଷ୍ଠା ର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା । ଭକ୍ତ ମାନେ କେଉଁଠିଉଁଠି୧୩ ଦିନ ତ ପୁଣିପୁ ଣିକେଉଁଠିଉଁଠି୨୧ ଦିନ ଧରି ଏହି ଦଣ୍ଡଯାତ୍ରାରେ ରୁଦ୍ରକାଳୀଙ୍କ କଠିନଠି ଉପାସନା କରନ୍ତି । ଭକ୍ତିରେ ନିଜକୁସମର୍ପିତ କରି ଧୂଳିଧୂ ଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ନିଜ ମାନସିକ ପୂରଣପୂ ପାଇଁ ରୁଦ୍ରକାଳୀଙ୍କୁ ପ୍ରାର୍ଥନା ର୍ଥ କରନ୍ତି । ଆଉ ଉଦଯାପନି ଉତ୍ସବରେ ନିଜ ମାନସିକ ପୂରଣପୂ ପାଇଁ ନିଆଁରେଆଁ ଚାଲିବା ସହ ଅଗ୍ନି ଦଣ୍ଡ ଭୋଗକରି ବ୍ରତ ଭାଙ୍ଗନ୍ତି ମାନସିକଧାରୀ ମାନେ । ଏହି ନିଆଁରେଆଁ ଚାଲିବା ପରମ୍ପରାକୁଓଡ଼ିଶାର କେତେକ ସ୍ଥାନରେ ଝାମୁଯା ମୁ ତ୍ରା ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠା ଜି ରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହାଛଡ଼ା ଏହି ଦିନକୁହନୁମାନ ଜୟନ୍ତୀ, ମହାବିଷୁବଷୁ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ । ଓଡ଼ିଆ ସଂସ୍କୃତିସ୍କୃ ତିଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ । ସେହିଭହି ଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେ ଷ ମାସର ସଂକ୍ରାନ୍ତି ତଥା ମହାବିଷୁବଷୁ ପଣାସଂକ୍ରାନ୍ତି। ଏହି ଝାମୁ ଯାତ୍ରା ରଣପୁରପୁ ଅଞ୍ଚଳର ବିଭିନ୍ନ ଶୈବଶୈ ପୀଠରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ରଣପୁରପୁ ରେ ବାବା ଚଣ୍ଡେଶ୍ୱର ଦେବ, ବାବା ସ୍ଵପ୍ନେଶ୍ଵପ୍ନେ ର ଦେବ, ପୁରୁପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ସାନଗଡ଼ ବାଲୁଙ୍କେଶ୍ୱର ଦେବ, କଙ୍କିଆ, ବରମୂଳମୂ ସହିତହି ସମସ୍ତ ଶୈବଶୈ ପୀଠରେ ପଣା ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ପୂଜା ପୂ ବିଦ୍ଧି ପାଳନ କରାଯାଇଥିଲା ଥି । ପରେ ଠାକୁରଙ୍କ ସମତେ ସମସ୍ତ ଭଗତା ଓ ଭକ୍ତମାନେ ଝାମୁ ନିଆଁରେଆଁ ଚାଲିଥିଲେଥି । ଝାମୁ ଯାତ୍ରା ଉପଲକ୍ଷେ ବାବା ଚଣ୍ଡେଶ୍ୱର ଦେବ ଓ ସ୍ଵପ୍ନେଶ୍ଵପ୍ନେ ର ଦେବଙ୍କ କୋଠି ରେ କିଛି ଭଗତା ଦେହରେ କଣ୍ଟା ଫୋଡି ନଗର ପରିକ୍ରମା କରୁ ଥିବା ଥି ଦେଖିବା ଖି କୁମିଳିଥିଲା ଥି । ବିଭିନ୍ନ ଶୈବଶୈ ପୀଠରେ ଝାମୁ ଯାତ୍ରା ଦେଖିବା ଖି ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଥିହିଲା ଥି । ଏହି ଅବସରରେ ଗୌରାଙ୍ଗପୁରପୁ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଭକ୍ତମାନଙ୍କୁ ଘୋଳ ଦହି, ହିଥଣ୍ଡା ପାଣି ଆଦି ବଣ୍ଟନ କରିଥିଲେଥି ।