28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମଧ୍ୟପ୍ରଦେଶରେ ସବୁ ସିଟରେ ଲଢ଼ିବ ଆପ୍‌

ମଧ୍ୟପ୍ରଦେଶରେ ସବୁ ସିଟରେ ଲଢ଼ିବ ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭୋପାଳରେ କ୍ରେଜିୱାଲ କହିଛନ୍ତି ଯେ, ମଧ୍ୟପ୍ରଦେଶ ନିର୍ବାଚନରେ ଆମ ଆଦମି ପାର୍ଟି ସବୁ ସିଟରେ ଲଢ଼ିବ । ମଧ୍ୟପ୍ରଦେଶ ଲୋକଙ୍କ ପାଇଁ ଏବେ ଆପ୍ ବିକଳ୍ପ ସାବ୍ୟସ୍ତ ହେବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ କେଜ୍ରିୱାଲ ଭୋପାଳ ପହଞ୍ଚିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ୨୦ ବର୍ଷ ହେବ ମଧ୍ୟପ୍ରଦେଶରେ ରାଜ କରିଥିଲେ ହେଁ ଏବେ ଆପ୍ ଜନତାଙ୍କ ପାଇଁ ବିକଳ୍ପ ହେବ । ଲୋକସଭା ନିର୍ବାଚନରେ ବିଜେପିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ମୋଦିଜୀ ଆପକୁ ଡରନ୍ତି ।

ଅଦ୍ଭୁତ ଶିଶୁ ଜନ୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking