24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଖଲିସ୍ତାନ ସମର୍ଥକ ୬ ୟୁଟ୍ୟୁବ୍ ଚାନେଲ୍ ବ୍ଲକ୍‌

ଖଲିସ୍ତାନ ସମର୍ଥକ ୬ ୟୁଟ୍ୟୁବ୍ ଚାନେଲ୍ ବ୍ଲକ୍‌

ନୂଆଦିଲ୍ଲୀ : ଭାରତ ସରକାର ଶୁକ୍ରବାର ଖଲିସ୍ତାନ ସମର୍ଥକ ୬ଟି ୟୁଟ୍ୟୁବ୍ ଚାନେଲ୍‌କୁ ବ୍ଲକ୍ କରିଛନ୍ତି । ଏହି ଚାୋନଲ୍‌ଗୁଡ଼ିକ ବିଦେଶରୁ ସଞ୍ଚାଳିତ କରାଯାଉଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି, ପଞ୍ଜାବୀ ଭାଷାର ଏହି ୟୁଟ୍ୟୁବ୍ ଚାନେଲ୍‌ଗୁଡ଼ିକ ସୀମା ଆରପଟୁ ରାଜ୍ୟରେ ଉତ୍ତେଜନା ସୃଷ୍ଟି ଉଦ୍ୟମ କରୁଥିଲେ । ଆପତ୍ତିଜନକ କଣ୍ଟେଣ୍ଟ୍ ଚିହ୍ନଟ ଏବଂ ସେଗୁଡ଼ିକ ବ୍ଲକ୍ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଅଲ୍‌ଗୋରିଦମ୍‌ର ବ୍ୟବହାର କରିବାକୁ ସରକାର ୟୁଟ୍ୟୁବ୍‌କୁ କହିଛନ୍ତି ।

ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking