ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ। ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ଵର ଘର, ଅଫିସ, ପୈତୃକ ଘର ସମେତ କଳାହାଣ୍ଡି ସ୍ଥିତ ଅଫିସ ଓ କ୍ୱାର୍ଟର୍ସରେ ଓ ଅନୁଗୋଳର ୩ଟି ସ୍ଥାନରେ ରେଡ୍ ଚାଲିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ଚଢାଉ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ ହୋଇଛି।