21.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶବଲିଉଡ ଅଭିନେତ୍ରୀ ସୁଶ୍ମିତା ସେନ୍‌ଙ୍କୁ ହୃଦଘାତ

ବଲିଉଡ ଅଭିନେତ୍ରୀ ସୁଶ୍ମିତା ସେନ୍‌ଙ୍କୁ ହୃଦଘାତ

ନୂଆଦିଲ୍ଲୀ:ନିଜର ଫିଟନେସ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା ସୁଶ୍ମିତା ସେନ୍ ତାଙ୍କ ଫ୍ୟାନ୍ଙ୍କୁ ଆଶ୍ଚର‌୍ୟ୍ୟକଲା ଭଳି ସୂଚନା ଦେଇଛନ୍ତି। କିଛିଦିନ ତଳେ ସେ ହୃଦ୍ଘାତରେ ଶିକାର ହୋଇଥିଲେ। ତାଙ୍କର ଏଞ୍ଜିଓ ପ୍ଲାଷ୍ଟିକ୍ ଚିକିତ୍ସା ହୋଇଛି ବୋଲି ସୁଶ୍ମିତ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ନିଜ ଶରୀର ପ୍ରତି ଯତ୍ନ ନେଉଥିବା ଓ ଯୋଗ ଆଦି କରି ଫିଟ୍ ରହୁଥିବା ସୁଶ୍ମିତା ଯେ ହାଟ୍ ଆର୍ଟାକ୍ ହୋଇପାରେ ଏକଥା ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ଫ୍ୟାନ୍। ତେବେ ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୁଶ୍ମିତା ଇନ୍ଷ୍ଟା ପୋଷ୍ଟରେ କହିଛନ୍ତି। ସେ ତାଙ୍କ ଇନ୍ଷ୍ଟଗ୍ରାମ୍ରେ ପୋଷ୍ଟ କରି ଲେଖିଛନ୍ତି “ନିଜ ହୃଦୟକୁ ସବୁବେଳେ ଖୁସୀ ଓ ସାହସିକତା ସହ ରଖନ୍ତୁ। ଯେତେବେଳେ ଆପଣଙ୍କୁ ଏହାର ଆବଶ୍ୟକତା ପଡ଼ିବ ସେ ଆପଣଙ୍କ ସହ ଥିବ।” (ମୋ ବାପାଙ୍କର ଏହା ଥିଲା ଜ୍ଞାନବାଣୀ)। କିଛିଦିନ ପୂର୍ବରୁ ମୁଁ ହୃଦ୍ଘାତରେ ଶିକାର ହୋଇଥିଲି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking