ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଚୟନଲାଗି ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ
ନିର୍ଦ୍ଦେଶ ।ପ୍ରଧାନମନ୍ତ୍ରୀ,ବିରୋଧିଦଳ ନେତା, ସିଜେଆଇଙ୍କୁନେଇ କମିଟି ଗଠନ ନିର୍ଦ୍ଦେଶ । କମିଟି ସୁପାରିସ ନିର୍ବାଚନ କମିଶନର ଚୟନ ନିର୍ଦ୍ଦେଶ ।