18.1 C
Bhubaneswar
Sunday, January 19, 2025
Homeଓଡିଶାଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୩ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ ଶ୍ରଦ୍ଧାଞ୍ଜଳି । ଓକିଲଙ୍କ ଦ୍ୱାରା ହାଜର ହେବାର ଆବେଦନକୁ କୋର୍ଟଙ୍କ ଆଗ୍ରହ୍ୟ । ପୂର୍ବରୁ ମଧ୍ୟ ବ୍ୟକ୍ତିଗତ ଭାବେ କୋର୍ଟ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସେ କୋର୍ଟରେ ହାଜରେ ହୋଇନଥିଲେ ।

ଆଇରନ ବୋଝଇ ଟ୍ରକରେ ଲାଗିଲା ନିଆଁ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking