ପଦ୍ମପୁର: ପୋଲିସ ଖୋଜୁଥିବା ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ପାଇକମାଳା ଥାନା ଗାଁରେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା । ସୂଚନା ମୁତାବକ, ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସେହି ଯୁବକକୁ ଖୋଜୁଥିଲା ପୋଲିସ । କାଲି ପାଇକମାଳା ଜର୍ଜଗଡ ଗାଁରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।