ସୋର: ବଡଖୁରା ଉ.ପ୍ରା. ସ୍କୁଲର ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଖେଳୁଥିବା ବେଳେ ଅସୁସ୍ଥ ଅନୁଭବ କରୁଥିବାରୁ ସୋର ମେଡିକାଲରେ ଭର୍ତ୍ତି ହୋଇଥିାର ସୂଚନା । ପିଲାମନେ କେଉଁ କାରଣ ପାଇଁ ଅସୁସ୍ଥ ହେଲ ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରନାହିଁ । ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହେଉଥିବାର ସୂଚନା ।