ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ତାଲିକା ପ୍ରକାଶ । ୩୦ ଜିଲ୍ଲାରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ନିମ୍ନରେ ପ୍ରକାଶ….
ମନ୍ତ୍ରୀ ଜଗନ୍ନାଥ ସାରକା-ଗଜପତି
ମନ୍ତ୍ରୀ ନିରଞ୍ଜନ ପୂଜାରୀ- କଟକ
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଗଞ୍ଜାମ
ମନ୍ତ୍ରୀ ପ୍ରଦୀପ କୁମାର ଅମାତ- ସୁବର୍ଣ୍ଣପୁର
ମନ୍ତ୍ରୀ ପ୍ରମିଳା ମଲ୍ଲିକ- ଜଗତସିଂହପୁର
ମନ୍ତ୍ରୀ ଉଷା ଦେବୀ- କେନ୍ଦୁଝର
ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡା
ମନ୍ତ୍ରୀ ପ୍ରତାପ କେଶରୀ ଦେବ- ପୁରୀ
ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ- ଢେଙ୍କାନାଳ
ମନ୍ତ୍ରୀ ନବ କିଶୋର ଦାସ- କଳାହାଣ୍ଡି
ମନ୍ତ୍ରୀ ଟୁକୁନୀ ସାହୁ- ମାଲକାନଗିରୀ
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା- ମୟୂରଭଞ୍ଜ
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିୟା- ବରଗଡ
ମନ୍ତ୍ରୀ ସମୀର ରଞ୍ଜନ ଦାଶ- ବାଲେଶ୍ୱର
ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ – ସୁନ୍ଦରଗଡ
ମନ୍ତ୍ରୀ ଶ୍ରୀକାନ୍ତ ସାହୁ- କନ୍ଧମାଳ
ମନ୍ତ୍ରୀ ତୁଷାରକାନ୍ତି ବେହେରା- କୋରାପୁଟ
ମନ୍ତ୍ରୀ ରୋହିତ ପୂଜାରୀ-ବଲାଙ୍ଗୀର
ମନ୍ତ୍ରୀ ରୀତା ସାହୁ- ସମ୍ବଲପୁର
ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ- ଦେଓଗଡ
ଆରଡିସି(ଏସଡି)- ବ୍ରହ୍ମପୁର
ଆରଡିସି(ଏନଡି)- ରାଉରକେଲା
ଜିଲ୍ଲାପାଳ( ଅନୁଗୁଳ)- ଅନୁଗୁଳ
ଜିଲ୍ଲାପାଳ(ଭଦ୍ରକ)-ଭଦ୍ରକ
ଜିଲ୍ଲାପାଳ(ବୌଦ୍ଧ)- ବୌଦ୍ଧ
ଜିଲ୍ଲାପାଳ-ଯାଜପୁର
ଜିଲ୍ଲାପାଳ(ଝାରସୁଗୁଡା)- ଝାରସୁଗୁଡା
ଜିଲ୍ଲାପାଳ(ଖୋର୍ଦ୍ଧା)- ଖୋର୍ଦ୍ଧା
ଜିଲ୍ଲାପାଳ(ନୁଆପଡା)- ନୁଆପଡା
ଜିଲ୍ଲାପାଳ(ନବରଙ୍ଗପୁର)- ନବରଙ୍ଗପୁର
ଜିଲ୍ଲାପାଳ( ନୟାଗଡ)- ନୟାଗଡ
ଜିଲ୍ଲାପାଳ(ରାୟଗଡା)- ରାୟଗଡା