ବଲାଙ୍ଗୀର: ଅଳିଆ ଗଦାରୁ ମୃତ ଶିଶୁ ପୁତ୍ର ଉଦ୍ଧାର। ବଲାଙ୍ଗୀର ସହର କ୍ଲବପଡା କେ.କେ.ଆର.ଏମ୍ ଡାଇଗନୋଷ୍ଟିକ ସାମ୍ନାରୁ ଏକ ନବଜାତ ଶିଶୁପୁତ୍ରର ଗଳିତ ଶବ ଉଦ୍ଧାର ହୋଇଛି। ପ୍ରସବ ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତ ନବଜାତ ଶିଶୁ କାହାର ଏବଂ କିଏ ସେଠାରେ ଫିଙ୍ଗିଦେଇ ଚାଲିଯାଇଛି ସେନେଇ ସ୍ପଷ୍ଟ ଜଣାପଡ଼ିନି। ଟାଉନ ଥାନା ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ଏଫଆଇଏଚ୍ କହିଛି ଆମ ଷ୍ଟାଡିୟମ ସର୍ବବୃହତ୍ତମ: ମନ୍ତ୍ରୀ ତୁଷାରକାନ୍ତି ବେହେରା