26.1 C
Bhubaneswar
Saturday, January 11, 2025
Homeଓଡିଶାକେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁ ଉଦ୍ଧାର

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି | ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା ଉପରେ ଏକ ବ୍ୟାଗ ଘୋଡାଇ ଦେଇଥିଲେ। କେହି ଏବାବଦରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁଟିକୁ ଉଦ୍ଧାର କରି ଏସଏନସିୟୁରେ ଭର୍ତ୍ତି କରିଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

ଦେଶବାସୀଙ୍କୁ ବଡ଼ ଝଟକା: ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking