27.1 C
Bhubaneswar
Friday, November 22, 2024
Homeଓଡିଶାସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ

ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ

ବ୍ରହ୍ମପୁର : ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ । ଗୋପାଳପୁର ବେଳାଭୂମି ସମୂଦ୍ରରେ ଭାସିଯାଇ ଯୁବକ ନିଖୋଜ । ୪ଜଣ ଯୁବକ ଭାସିଯାଇଥିବା ବେଳେ ୩ଜଣଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କୁକଡ଼ାଖଣ୍ଡି ଅଞ୍ଚଳର ୪ଜଣ ଯୁବକ ଗାଧୋଉଥିବା ବେଳେ ଭାସିଯାଇଥିଲେ ।

ଟିଭି ଫାଟି ଚାଲିଗଲା ନାବାଳକର ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking