କୋରାପୁଟ: କୋରାପୁଟ ଜିଲ୍ଲାରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ଏକ ଆଦିବାସୀ ବିକସିତ ଅଂଚଳ ହୋଇ ଥିବାରୁ ଜିଲ୍ଲାର ବିକାଶର ପ୍ରଗତିଶିଳ ନିମନ୍ତେ, କୋରାପୁଟ ଜିଲ୍ଲାର ଯୁବ ପଡ଼ିକୁ ଏକ ଯୁବଗୋଷ୍ଠୀ ମାନଙ୍କୁ ନୂତନ ଉପ ସଭାପତି ଏବଂସାଧାରଣ ସମ୍ପାଦକ ନୂତନ ପଦ ଦେଇ ଦାୟିତ୍ୱ ଦିଆ ଯାଇଛି,ଏଥିରେ ଯୁବ ସମାଜ ସେବୀ, ଜିଲ୍ଲା ଉପ ସଭାପତି,ଈଶ୍ୱର ଆଲାଡ଼ା,କୋରାପୁଟ,ସେହିପରି ତ୍ରିଳଚନ ଜେନା, (କୋରାପୁଟ) ଶିବା ଭଙ୍ଗାରି, (ପଟ୍ଟାଙ୍ଗି),ଶ୍ରୀ ପ୍ରଭାତ ଗୁରୁମାଇ,ରାଜେନ୍ଦ୍ର କୁମାର ସାହୁ (ଜୟପୁର),ଶ୍ରୀ ଗୌରଚନ୍ଦ୍ର ଦେବଶର୍ମା (ଜୟପୁର),ଶ୍ରୀ ସାଗର ପାତ୍ର, କଟପାଡ଼,ଶ୍ରୀ ରାମ କଣ୍ଟା ମିଶ୍ର (କଟପାଡ )ଶ୍ରୀ ଦେବାଶିଷ ବିହର (ଲଷ୍ମୀପୁର ) ଶ୍ରୀ ଅରୁଣ କୁମାର ସେଠି,ଏହି 10 ଜଣକୁ କୋରାପୁଟ ଜିଲ୍ଲା ନୂତନ ଯୁବ ଉପ ସଭାପତି ଭାବେ ମନନୀତ କରାଯାଇଛି, ନୂତନ ଉପ ସଭାପତି ଭାବେ ମନନୀତ କରାଯାଇଛି,ସେହିପରି ଜିଲ୍ଲା, ଯୁବ ସମ୍ପାଦକ ଭାବେ ସନ୍ତସ ପଣ୍ଡା,ଶ୍ରୀ ଅଶୋକ ପ୍ରଧାନ,ଶ୍ରୀ ସୁଜିତ କୁମାର ଚୌଧୁରୀ,ଶ୍ରୀ ମଧୁ ସୁଦନ ଦରା,ଶ୍ରୀ ସବ୍ୟ ସାଚି ପରିଡା,ଶ୍ରୀ ସୁମିତ ପଟ୍ଟନାୟକ,ଶ୍ରୀ ସରୋଜ ସାବତ,ଶ୍ରୀ କୁଞ୍ଜ ବାଦୀୟ,ରଘୁ ପଥି ବିଶାଇ,ବଂଶୀଧର ମଣ୍ଡିଙ୍ଗ 10ଜଣ କୁ ଦାଇତ୍ୱ ଦିଆ ଯାଇଛି,