21.1 C
Bhubaneswar
Monday, November 18, 2024
Homeଓଡିଶାସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ସ୍ୱାମୀ

ସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ସ୍ୱାମୀ

କେଉଁଝର: ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିବାରୁ ପୋଖରୀ କୁ ଡେଇଁଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି କେଉଁଝର ଟାଉନଥାନା ଶିରିପୁର ଗାଁରେ । କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ହଠାତ ଝଗଡା ମଝିରେ ଯୁବକ ଜଣକ ପୋଖରୀକୁ ଡେଇଁ ପଡିଥିଲେ । ଏହା ପରେ ଘଠଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଅଛନ୍ତି । ବର୍ତ୍ତମାନ ସମୟରେ ଛୋଟ ଛୋଟ ବଚସାରୁ ଲୋକମାନେ ଚରମ ନିଷ୍ପତ୍ତି ନେଉଛନ୍ତି । ଯାହାର ପରିଣାମ ଶେଷରେ ତାଙ୍କୁ ତାଙ୍କର ଜୀବନ ହାରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking