27.1 C
Bhubaneswar
Wednesday, May 8, 2024
Homeଓଡିଶାଅଲଗା ହେବ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ, ଆସନ୍ତା ୫ରେ ମୁଖ୍ୟ...

ଅଲଗା ହେବ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ, ଆସନ୍ତା ୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ ଅଲଗା ହେବ । କମ୍ପୋଜିଟ୍‌ କଲେଜଗୁଡ଼ିକରୁ ଯୁକ୍ତ ଦୁଇ ଯୁକ୍ତ ତିନିକୁ ସମ୍ପୂର୍ଣ୍ଣ ଅଲଗା କରାଯିବ । ଜମିଜମା କାଗଜପତ୍ର ସହ ଉଭୟ କଲେଜର କର୍ମଚାରୀ ମଧ୍ୟ ଅଲଗା ହେବେ । ଏନେଇ ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ କମ୍ପୋଜିଟ କଲେଜ ଗୁଡ଼ିକର ପୃଥକିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ସାମିଲ କରାଯାଇଥିବା ବେଳେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking