ଭୁବନେଶ୍ୱର : ଭୁବନେଶ୍ୱର ଦୟା ବ୍ରିଜ ଉପରେ ବାଇକ କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ ।ତହସିଲଦାର ଙ୍କ ଚଢାଉବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଘଟିଗଲା ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ବସିଥିବା ମହିଳା ଓ ଶିଶୁ । ଟ୍ରକ କୁ ଅଟକ ରଖିବା ସହ ଡ୍ରାଇଭର କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ । ଚୋରା ବାଲିଚାଲାଣ ରୋକିବାକୁ ଚଢାଉ କରିଥିଲେ ଭୁବନେଶ୍ୱର ତହସିଲଦାର ।