19.1 C
Bhubaneswar
Saturday, January 18, 2025
Homeଓଡିଶାପୁରୀଠୁ ୯୩୦ କିମି ଦୂରରେ ବାତ୍ୟା 'ଅସାନି'

ପୁରୀଠୁ ୯୩୦ କିମି ଦୂରରେ ବାତ୍ୟା ‘ଅସାନି’

ପୁରୀ : ନିକଟତର ହେଉଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ । ବିଶାଖାପାଟଣାର ଦକ୍ଷିଣପୂର୍ବକୁ ୮୫୦ କିମି ଦୂରରେ ରହିଛି ‘ଆସାନି’ । ପୁରୀ ଉପକୂଳର ଦକ୍ଷିଣ – ଦକ୍ଷିଣ ପୂର୍ବର ୯୩୦ କିମି ଦୂରରେ ରହିଛି । ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୪ କିମି ବେଗରେ ଗତି କରୁଛି । ଉତ୍ତର ପଶ୍ଚିମ କୁ ଗତି କରି ଭୀଷଣ ବାତ୍ୟାର ରୂପ ନେବ । ୧୦ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ଦେଇ ରିକର୍ଭ କରିବ । ୧୧ ଓ ୧୨ ରେ ଓଡିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ ।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ଅସାନୀ’ ପାଲଟିଲା ଗଭୀର ଅବପାତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking