26.1 C
Bhubaneswar
Monday, June 16, 2025
Homeଓଡିଶାପରଲୋକରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ବାରଡୁଙ୍ଗୁରୀ ସ୍ଥିତ ବାସଭବନରେ ଆଜି ସକାଳୁ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଘରେ ଶଯ୍ୟାଶାୟୀ ଥିଲେ । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ପରିଲୋକ ଘଟିଥିବା ସୂଚନା ରହିଛି ।

ସମ୍ବଲପୁରୀ ସାହିତ୍ୟରେ ମଙ୍ଗୁଳୁଙ୍କର ବେଶ୍ ଅତୁଳନୀୟ ଅବଦାନ ରହିଥିଲା । ୧୯୮୧ରେ ସେ ଲେଖିଥିବା ସମ୍ବଲପୁରୀ ନାଟକ ଭୁଖା ବହୁ ପ୍ରସିଦ୍ଧି ତଥା ଲୋକପ୍ରିୟତା ହାସଲ କରିଥିଲେ। ଏହା ସମ୍ବଲପୁରୀ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking