20.1 C
Bhubaneswar
Thursday, December 26, 2024
Homeଓଡିଶାମୁଖ୍ୟମନ୍ତ୍ରୀ ପଦକ ପାଇବେ ଦେବଗଡ଼ ଜିଲ୍ଲାର ୨ ପୋଲିସ ଅଧିକାରୀ

ମୁଖ୍ୟମନ୍ତ୍ରୀ ପଦକ ପାଇବେ ଦେବଗଡ଼ ଜିଲ୍ଲାର ୨ ପୋଲିସ ଅଧିକାରୀ

ଦେବଗଡ଼ : ନିଷ୍ଠାର ସହ ଦାଇତ୍ୱ ନିର୍ବାହ କରିବାସହ ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସହ ସୁ ସମ୍ପର୍କ ସ୍ଥାପନ ପୂର୍ବକ ଶ୍ରେଷ୍ଠ ତଦନ୍ତ ପାଇଁ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ ପୋଲିସ ଇନ୍ସପେକ୍ଟରଙ୍କୁ ସମ୍ମାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ ପାଇଁ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି l ଜିଲ୍ଲା ପୋଲିସ  ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅଧିକାରୀ କନକ କୁମାର ମାଝୀ ଏବଂ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ମହିଳା ଇନ୍ସପେକ୍ଟର ଲଳିତା ପ୍ରଧାନଙ୍କୁ ୨୦୨୦-୨୧ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇ ଥିବା ଏସପି ରାଜକିଶୋର ପାଇକରାୟଙ୍କ ଠାରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking