19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନି

ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନି

ଭୁବନେଶ୍ୱର: ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ୭ ମେ ୧୮୬୧ କୋଲକାତାରେ ହୋଇଥିଲା । ରବୀନ୍ଦ୍ରନାଥ  ନିଜ ପିତାମାତାଙ୍କ ୧୩ତମ ସନ୍ତାନ ଥିଲେ । ପିଲାଦିନେ ସମସ୍ତେ ତାଙ୍କୁ ରବି ଡାକୁଥିଲେ । ୮ ବର୍ଷ ବୟସରେ ସେ ନିଜର ପ୍ରଥମ କବିତା ଲେଖିଥିଲେ । ୧୬ ବର୍ଷ ବୟସରେ ସେ କାହାଣୀ ଓ ନାଟକ ଲେଖିବା ଆରମ୍ଭ କରିଥିଲେ । ତାଙ୍କୁ ସାଧାରଣଭାବରେ ୨୦ ଶତାବ୍ଦୀ ଆରମ୍ଭ ଭାରତରେ ଉତ୍କୃଷ୍ଟ ରଚନାତ୍ମକ କଳାକାର ଭାବରେ ବି ପରିଚିତ ଥିଲେ । ୧୯୧୩ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ କରିଥିବା ପ୍ରଥମ ନନ ୟୁରୋପୀୟ ବନିଥିଲେ । ରବୀନ୍ଦ୍ରନାଥ ଟାଗୋର ଜଣେ ଏଭଳି କବି ଯାହାର ରଚନାକୁ ଦୁଇ ଦେଶ ନିଜ ରାଷ୍ଟ୍ରଗାନ ବନାଇଥିଲେ ।   କହିରଖୁଛୁ, ବାଙ୍ଗଲାଦେଶର ରାଷ୍ଟ୍ରଗାନ ର ରଚୟତା ବି ଟାଗୋର । ଭାଇଭଉଣୀଙ୍କ ଭିତରେ ସେ ସବୁଠୁ ସାନ ଥିଲେ । ତାଙ୍କ ପିତା ଜଣେ ଯାତ୍ରୀ ଥିଲେ, ସେଥିପାଇଁ ତାଙ୍କୁ ଅନେକ ସମୟରେ ଚାକର ଚାକରାଣୀମାନେ ପାଳିଥିଲେ । ୧୮୭୭ରେ ସେ ଭିଖାରିଣୀ ଓ ୧୮୮୨ରେ କବିତା ସନ୍ଧ୍ୟା ସଂଗତ ଲେଖିଥିଲେ ।
ପ୍ରତିବର୍ଷ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ପାଳନ କରାଯାଏ । ବିଶେଷ ଭାବରେ ପଶ୍ଚିମବଙ୍ଗରେ ଏହା ହେଉଛି ଏକ ତ୍ତମହତ୍ୱପୂର୍ଣ୍ଣ ଛୁଟିଦିନ । ଟାଗୋରଙ୍କ ପ୍ରଂଶସକମାନଙ୍କ ମଧ୍ୟରେ ଅତିତ୍ତଉତ୍ସାହର ସହିତ ଏହାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଏ । ଯାହା ଟାଗୋରଫାଇଲ୍ସ ଭାବରେ ବି ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking