ଯାଜପୁର( ଓଏନଏ ): ଆଦିବାସୀ ପରମ୍ପରା ରେ ପଣାସଂକ୍ରାନ୍ତି ଦିନ କୁ ନବ ବର୍ଷ ରୂପେ ପାଳନ କରିଥାନ୍ତି ଏହି ଦିନ ଶିକl ର ସଫଳତା ହେଲେ ବର୍ଷ ତାମାନେ ସଫଳତା ମିଳେ ଏହି ଦିନ ଶିକାର କରିବା ପାଇଁ କୋଣସି ପତିରୋଧ କୂ ଖାତିର ନକରି ଶିକାର ରେ ଯାଇ ଥାନ୍ତି l ଯାଜପୁର ଜିଲ୍ଲାର ମହାଗିରି ଟମକା ନଗଡl ଓ ସୁକିନ୍ଦା ଖଣି ଉପତ୍ୟକା ଅଞ୍ଚଳ ରେ ଅଖଣ୍ଡ ଶିକାର କୂ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ରୁ ସ୍ୱତନ୍ତ୍ର ସ୍କୁୱାର୍ଡ଼ ଗଠନ କରାଯାଇ ସୁକିନ୍ଦା ଓ ଟମକା ରେଞ୍ଜ ଅଞ୍ଚଳ ରେ କଡା ପହରା ଦିଆ ଯାଇଥିଲା l ରାତି ସାରା ଉଜାଗlର ମୁକୁରl ମୁଁହ ମେଲା ସଦୃଶ ଏଭଳି ଦେଖିବାକୁ ମିଳିଛି ସୁକିନ୍ଦା, ଟମକା ବନା ଅଞ୍ଚଳ ରେ ବନ ଜାତି ବହୁଳ ଗ୍ରାମ ରେ ନିଜ ପରମ୍ପରା କୂ ବଜାୟ ରଖିବା ପାଇଁ ବିଷୁବସଂକ୍ରାନ୍ତି ଦିନ ବୋଡି ଭୋର ଆଦିବାସୀ ମାନେ ସଂଘ ବଦ୍ଧ ହୋଇ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଅଖଣ୍ଡ ଶିକାର କରି ଗ୍ରାମ କୂ ମନ ଖୁସି ରେ ଫେରି ଆସିଥିଲେ l ଗ୍ରାମ ରେ ପୂର୍ଜl କରି ଥିଲେ ନାଚ ଗୀତ ରେ ମସଗୁଲ ଥିଲେ ଅଖଣ୍ଡ ଶିକାର ସଫଳ ହୋଇଛି ବୋଲି କହୁ ଛନ୍ତି l କିନ୍ତୁ ବନ ବିଭାଗ ମାନି ବାକୁ ନାରାଜ ଅଖଣ୍ଡ ଶିକାର ହୋଇ ନାହଁ ବନ ବିଭାଗ ର କଡା ପହରା ଯୋଗୁ ଶିଖାର କରିବାକୁ ସୁଯୋଗ ଦିଆ ନାହିଁ l ଉଭୟ ଙ୍କ କଥା କୂ ନେଇ ଚର୍ଚ୍ଚା ଚାଲିଛି l କାହା କଥା ସତ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି?