19.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

ଯାଜପୁର: ବନ୍ୟାକୁ ୧୩ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ବାହ୍ୟ ଜଗତରୁ ବିଛିନ୍ନ ଅଛି ବିଞ୍ଝାରପୁର ବ୍ଳକର ଅନେକ ଗାଁ। ଯାଜପୁର ଯାଜପୁର ଜିଲ୍ଲା ରେ ବନ୍ୟା କୁ 13 ଦିନ ବିତି ଯାଇ ଥିଲେ ମଧ୍ୟ ଏବେ ବି ଜିଲ୍ଲା ର ବରୀ ଦଶରଥ ପୁର ଓ ବିଂଝାରପୁର ବ୍ଲକ ର ଅନେକ ଗାଁ ଗୁଡ଼ି କରୁ ପାଣି ଛାଡି ନାହଁ ବନ୍ୟା ବିପନ୍ନ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହଉ ଛନ୍ତି ଅନେକ କଚା ଘର ଭାଙ୍ଗି ଯାଇଛ ପଲିଥିନ ତଳେ ଦିନ ବିତାଉଛନ୍ତି ଚାଷ ଜମି ଉଜୁଡି ଯାଇଛି ।

ମହାକାଳ ବନ୍ୟାର ତାଣ୍ଡବଲୀଳା କର୍ମଜୀବୀ ମଣିଷର ଜୀବନ ଜୀବିକା ସବୁକିଛି ଛଡ଼ାଇ ନେଇଯାଇଥିବାବେଳେ ଆଜକୁ ଦୀର୍ଘ ୧୩ଦିନ ବିତିଯାଇଥିଲେ ମଧ୍ୟ ଏବେବି ବିଞ୍ଝାରପୁର ବ୍ଳକର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରୁ ବାଙ୍ଗରା ପଞ୍ଚାୟତର କଣ୍ତିତର,ଗୁଣ୍ଡୁରୀପଡା/ ହଲଦୀଡିହ ପଂଚାୟତର ଫଳପୁର,କୁସୁନିପୁର,ହଳଦୀଡିହ , ଚମ୍ପାପାଳ,ଅନ୍ଧାଳ,ଗୁହାଳୀ/ ବିରିପଟା ପଂଚାୟତର ବଡ଼କୁଆଁଲ ଆଦି ଅନ୍ୟତମ।ଏଠାରେ ପ୍ରଶାସନ ତରଫରୁ ପାଲ,ରିଲିଫ ଆଦି ଦିଆଯାଉଥିବାର ଦେଖିବାକୁ ମିଳିଥିବା ବେଳେ।ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପରିଚାଳିତ ସଂସ୍ଥା ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ନିଜସ୍ୱ ପ୍ରଚେଷ୍ଟାରେ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking