34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକ୍ଷୁଦ୍ର ଚଳଚ୍ଚିତ୍ର ' ସମ୍ପର୍କ ର ବୋଝ' ର ଅଡିସନ

କ୍ଷୁଦ୍ର ଚଳଚ୍ଚିତ୍ର ‘ ସମ୍ପର୍କ ର ବୋଝ’ ର ଅଡିସନ

ଯାଜପୁର : ରବିବାର ଯାଜପୁର ଟାଉନ ସ୍ଥିତ ମା ମଣ୍ଡପରେ ଓଲିଉଡ ମ୍ୟୁଜିକ ଦ୍ୱାରା ନିର୍ମାଣ ହେବାକୁ ଥିବା ଖୁଦ୍ର ଚଳଚ୍ଚିତ୍ର ‘ ସମ୍ପର୍କ ର ବୋଝ’ ର ଅଡିସନ କୋଭିଡ଼ ନିୟମ ମାନି ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବିଚାରକ ଭାବେ ପୂର୍ବତନ ସାଂସଦ ଅଞ୍ଚଳ ଦାସଯୋଗ ଦେଇଛନ୍ତି । ଅନ୍ୟତମ ମୁଖ୍ୟ ଅତିଥି ଭାବେ ଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ସଭାପତି ତଥା ଏମ.ବି ଟିଭି ର ସମ୍ପାଦକ ହରିହର ସ୍ବାଇଁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବିରଜା ପୂଜକ ମଣ୍ଡଳୀ ସଭାପତି ଦେବୀ ପ୍ରସାଦ ପାଣି, ବିଚାରକ ଭାବେ କଣ୍ଠ ଶିଳ୍ପୀ ରଶ୍ମିତା ଭୁଇଁଆ, ଓଡିଶୀ ନୃତ୍ୟଶିଳ୍ପୀ ରି ଣ୍ଟୁ,ବାପି ଓ ନିର୍ଦେଶକ ସୁରେଶ ରାଜ,ସଂଳାପ ଶ୍ରୀକାନ୍ତ ଲେଖିଛନ୍ତି । ଏହାକୁ ପ୍ରଯୋଜନା କରିଛନ୍ତି ପ୍ରଶାନ୍ତ ଗେଡି ଓ ମାନସୀ ପରିଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking