Homeଓଡିଶାବ୍ୟାଙ୍କ୍ ପାଇଁ ଅର୍ଥ ବିଭାଗର ଗାଇଡ ଲାଇନ୍ ଓଡିଶାକରୋନାକରୋନା ଓଡିଶାବ୍ରେକୀଙ୍ଗ ବ୍ୟାଙ୍କ୍ ପାଇଁ ଅର୍ଥ ବିଭାଗର ଗାଇଡ ଲାଇନ୍ By Ona Khabara 03/08/2020 0 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ଵର: ଦେଶ ଓ ରାଜ୍ୟରେ ଅନଲକ ୩.୦ ଆରମ୍ଭ ହୋଇଯାଇଛି । ଅନଲକ ୩.୦ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ବ୍ୟାଙ୍କ ପାଇଁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ବ୍ୟାଙ୍କର ବଡ଼ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଜଣ କର୍ମଚାରୀ ଥିବା ବ୍ୟାଙ୍କରେ ୧୦୦ ପ୍ରତିଶତ କର୍ମଚାରୀ କାମ କରିପାରିବେ । ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀ ବ୍ୟାଙ୍କରେ ମାସ୍କ ପିନ୍ଧିବେ, ସାନିଟାଇଜର ବ୍ୟବହାର କରିବେ । ବ୍ୟାଙ୍କ, ଫାଇନାନ୍ସସିଆଲ ଇନଷ୍ଟିଚ୍ୟୁସନ କାର୍ଯ୍ୟାଳୟକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟାଳୟ ଓ ଫାଟକକୁ ନିୟମିତ ବିଶୋଧନ କରାଯିବ । ଗାଇଡ଼ଲାଇନ ପାଳନ ହେଉଛି କି ନାହିଁ ଏହାର ତଦାରଖ କରିବ ଜିଲ୍ଲା ପ୍ରଶାସନ । ଏନେଇ ସମସ୍ତ ଜିଲ୍ଲାପାଳ, ଏସପିଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ଅର୍ଥ ବିଭାଗ । Share FacebookTwitterPinterestWhatsAppLinkedinReddItTelegram Previous articleକାହାଣୀ ଏକ ଏଭଳି ଭଉଣୀର, ନା ସୁରକ୍ଷା ମିଳିପାରିଲା, ନା ନ୍ୟାୟNext articleମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍ ଚାଳକ ଓ ଟ୍ରକ୍ ଚାଳକଙ୍କ ମୃତ୍ୟୁ Ona Khabara 5,005FansLike2,475FollowersFollow12,700SubscribersSubscribe Most Popular ଜାତିୟ ଜୁନିଅର ବ୍ୟାଡମିନ୍ଟନ ଚମ୍ପିଅନସିପ 24/11/2024 ଚନ୍ଦ୍ରଶେଖର ମଣ୍ଡଳ ପକ୍ଷରୁ ମନ୍ କି ବାତ୍ କାର୍ଯ୍ୟକ୍ରମ 24/11/2024 ସୁନ୍ଦରଗଡରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ୫ ହଜାର ଟଙ୍କା ଲେଖାଏଁ ପାଇଲେ ୨୦ ଲକ୍ଷରୁ ଅଧିକ ମହିଳା 24/11/2024 ଜାଣନ୍ତୁ ମିଶ୍ରିର ଉପକାରିତା 24/11/2024 HOT NEWS ଦେଶ ବିଦେଶ ଲେବାନନ୍ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍; ଧ୍ୱଂସ ହୋଲା ୧୨ ମହଲା କୋଠା ଦେଶ ବିଦେଶ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ ଅପରାଧ ସରପଞ୍ଚଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ ଦେଶ ବିଦେଶ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ମୈଦାନରେ ୪,୧୩୬ ପ୍ରାର୍ଥୀ