31.1 C
Bhubaneswar
Friday, September 20, 2024
Homeଓଡିଶାବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ହଡପ

ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ହଡପ

ଭୁବନେଶ୍ୱର: ଟ୍ରାଞ୍ଜିଟ ରିମାଣ୍ଡ ରେ ବୟ ଫ୍ରେଣ୍ଡ । ବୟଫ୍ରେଣ୍ଡ ପାଇଁ ୯୭ ଲ ଟଙ୍କା ହଡପ । ଲେଡି ଆକାଉଣ୍ଟାଣ୍ଟ ଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଅଣାଗଲା ଭୁବନେଶ୍ୱର । ଝାଡଖଣ୍ଡ ରୁ ଟ୍ରାଞ୍ଜିଟ ରିମାଣ୍ଡ ରେ ଆଣିଲା କମିଶନରେଟ ପୁଲିସ । ୯୭ ଲକ୍ଷ ଟଙ୍କାର ଗୁମର ଖୋଲିବାକୁ ତମାଣ୍ଡୋ ପୁଲିସ ର ଜେରା । ଚାଲିଛି ପୁଲିସ ର ତନାଘନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking