26.1 C
Bhubaneswar
Tuesday, September 17, 2024
Homeଓଡିଶାପୋଖରୀରେ ବୁଡି ଛାତ୍ର ମୃତ୍ୟୁ

ପୋଖରୀରେ ବୁଡି ଛାତ୍ର ମୃତ୍ୟୁ

ଭୁୁବନେଶ୍ୱର: ପୁଣୀ ଅଭାବନୀ ଘଟଣା । ପୋଖରୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀ ଘଟଣା ଭୁବନେଶ୍ୱର ବରମୁଣ୍ଡାରେ ଘଟିଛି । ପାଣିରେ ବୁଡିଯାଇ ଜଣେ ଛାତ୍ରଙ୍କ ଜୀବନ ଯାଇଛି । ଛାତ୍ର ଜଣକ ହେଲେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ । ଓଁମ ଅଷ୍ଟମ ଶ୍ରେଣୀରେ ପଢନ୍ତି । ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ରଙ୍କର ମୃତ୍ୟୁ ହୋଇଛି। ଓଁମ ଗାଧୋଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking