27.1 C
Bhubaneswar
Friday, May 23, 2025
Homeଓଡିଶା୮ରୁ ଓଜେଇଇ ପରୀକ୍ଷା

୮ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ ପରୀକ୍ଷା । ଦୈନିକ ୩ଟି ସିଫ୍ଟରେ ପରୀକ୍ଷା କରାଯିବାକୁ ଘୋଷଣା କରାଯାଇଛି । ସକାଳ ୯ରୁ ୧୧ ଟା ପ୍ରଥମ ସିଫ୍ଟ,ଦିନ ୧୨.୩୦ରୁ ୨ଟା ସିଫ୍ଟ,ସାଢେ ୨ରୁ ସାଢେ ୬ ତୃତୀୟ ସିଫ୍ଟ କରାଯିବା ନେଇ ଜଣାପଡିଛି । ପ୍ରଥମ ଦିନ ଲାଟେରାଲ ଏଣ୍ଟି,୨ୟ ଦିନ ଏମସିଏ,ଏମଟେକ ଏଣ୍ଟାସ,ହେବ ବୋଲି ଘୋଷଣା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking