27.1 C
Bhubaneswar
Saturday, June 22, 2024
Homeଓଡିଶାବନ୍ଧାହେଲେ ପାହାଡି ଗ୍ୟାଙ୍ଗର ୮ ଲୁଟେରା

ବନ୍ଧାହେଲେ ପାହାଡି ଗ୍ୟାଙ୍ଗର ୮ ଲୁଟେରା

ଭୁବନେଶ୍ୱର: ପାହାଡି ଗ୍ୟାଙ୍ଗର ୮ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ୨୨ଟି ମୋବାଇଲ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଲୁଟ୍ କରୁଥିଲେ । ଗିରଫ ୮ ଜଣ ଲୁଟେରା ଝାଡଖଣ୍‌ଡର ବୋଲି ଜଣାପଡିଛି । ରାଜ୍ୟ ଓ ରାଜ୍ୟ ବାହାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ମୋବାଇଲ୍ ଲୁଟି ୟୁପିଆଇ ହ୍ୟାକ୍ କରି ଆକାଉଣ୍ଟ ଖାଲି କରୁଥିଲେ ଲୁଟେରାମାନେ ।

ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି: ଅନୀଲ ବିଶ୍ୱାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking