ବ୍ୟୁରୋ : ଦୀପୀବଳୀ ପାଇଁ କଟକ , ଭୁବନେଶ୍ୱରରେ ୭ଟି ଅତିରିକ୍ତ ଫାୟାର ଷ୍ଟେସନ ହେବ ା ସୂଚନା ଦେଲେ ଚିଫ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ । ସେଣ୍ଟା୍ରାଲ , ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ୩ଟି ରେଞ୍ଜ ସକ୍ରିୟ ରହିବ । କଟକରେ ୪ଟି ଓ ଭୁବନେଶ୍ୱରରେ ୩ଟି ଅତିରିକ୍ତ ଫାୟାର ଷ୍ଟେସନ ହେବ । ଟ୍ୱିନ ସିଟିରେ ସବୁ କ୍ଲଷ୍ଟର ପାଖରେ ବୁଲିବେ ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡର ଗୋଲକ୍ତେନ ମୋମେଣ୍ଟରେ ରେ ଲିଭିବ ନିଆଁ । ତୁରନ୍ତ ୧୧୨କୁ କଲ କଲେ ମିଳିବ ସର୍ଭିସ କହିଛନ୍ତି ସସିଏଫଓ ।