ଭୁବନେଶ୍ୱର: ପୋଲିସ ଗୁଳି ପାଇଁ ୫୦ଲକ୍ଷ ତଣ୍ଡ । ପୋଲିସ ଗୁଳିରେ ମୃତ୍ୟୁ ପାଇଁ ୫୦ଲକ୍ଷ ତଣ୍ଡ ଗଣିବେ ସରକାର । ମୃତକଙ୍କ ମାଙ୍କୁ ୫୦ଲକ୍ଷ ଟଙ୍କା ଦେବାକୁ ହାଇର୍କୋଟଙ୍କ ନିର୍ଦ୍ଦେଶ । ୭ଦିନ ଭିତେରେ ୫୦ଲକ୍ଷ ଓ ମୋକଦ୍ଦମା ଖର୍ଚ୍ଚ ୧ଲକ୍ଷ ଦେବାକୁ ନିର୍ଦ୍ଦେଶ । ୨୦୦୫ରେ ପାରାଦ୍ୱିପ ଚକ୍ରଧରପୁର ଫାଣ୍ଡିରେ ଘଟିଥିଲା ଗୁଳିକାଣ୍ଡ । ଫାଣ୍ଡି ଅଧିକାରୀଙ୍କ ଗୁଳିରେ ସଦୟ ମମତାଜ ଅଲ୍ଲୀଙ୍କ ମୃତ୍ୟୁ ହୋଇଥିଲା ।ସାମାନ୍ୟ ବଚସାରୁ ଏଏସ୍ଆଇ ତାଙ୍କୁ ଗୁଳି କରିଥିବା ଅଭିଯୋଗ ଥିଲା ।